ଅର୍ଥ : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ
ଉଦାହରଣ :
କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ
ଅନ୍ୟ ଭାଷାରେ ଅନୁବାଦ :
A support placed beneath or against something to keep it from shaking or falling.
propଅର୍ଥ : ଏକ ବିଶେଷ କାର୍ଯ୍ୟପାଇଁ କାଠନିର୍ମିତ ଥଣ୍ଟ ଆକାରର ପ୍ରାୟ ଦୁଇତିନି ଫୁଟ ଲମ୍ବ କାଠଖଣ୍ଡ
ଉଦାହରଣ :
ଘରର ବାହାରପଟ କାନ୍ଥରେ ଚାଳକୁ ଆଶ୍ରୟ ଦେବାପାଇଁ ଢିରା ଲଗାଯାଏ
ସମକକ୍ଷ : ଅବଲମ୍ବନ ଯଷ୍ଟି, ଠିଅ, ଠେସ
ଅନ୍ୟ ଭାଷାରେ ଅନୁବାଦ :