ଅର୍ଥ : କୌଣସି ଜିନିଷ ତିଆରି କରିବାପାଇଁ ତାର ସାମଗ୍ରୀ ଛାଞ୍ଚରେ ଢାଳି ତାକୁ ତିଆରି କରିବାର କ୍ରିୟା
ଉଦାହରଣ :
କାରିଗର ଚୀନା ମାଟିରେ ଖେଳଣାଗୁଡିକର ଢଳାଇ କରୁଛି
ସମକକ୍ଷ : ଢଳେଇ
ଅନ୍ୟ ଭାଷାରେ ଅନୁବାଦ :
कोई चीज़ बनाने के लिए उसकी सामग्री साँचे में डालकर उसको तैयार करने की क्रिया।
कारीगर चीनी मिट्टी से खिलौनों की ढलाई कर रहे हैं।