ଅର୍ଥ : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
ଉଦାହରଣ :
ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Time during which some action is awaited.
Instant replay caused too long a delay.ଅର୍ଥ : ନିର୍ଦ୍ଧାରିତ ବା ଅପେକ୍ଷିତ ସମୟ ପରର ବା ପରେ ହୋଇଥିବା
ଉଦାହରଣ :
ଜାଣେ ନାହିଁ କାହିଁକି ମୁଁ ଡେରି ରାତି ପର୍ଯ୍ୟନ୍ତ ଶୋଇପାରିଲି ନାହିଁ
ସମକକ୍ଷ : ବିଳମ୍ବିତ
ଅନ୍ୟ ଭାଷାରେ ଅନୁବାଦ :
Being or occurring at an advanced period of time or after a usual or expected time.
Late evening.