ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡେଇଁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡେଇଁବା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ

ଉଦାହରଣ : ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା

ସମକକ୍ଷ : କୁଦିବା, ଡିଆଁମାରିବା


ଅନ୍ୟ ଭାଷାରେ ଅନୁବାଦ :

कहीं पहुँचने के लिए उछलने की क्रिया।

उसने एक ही छलाँग में गेंद पकड़ी।
कुदान, छलाँग, छलांग, फलाँग, फलांग, फाल

A light, self-propelled movement upwards or forwards.

bounce, bound, leap, leaping, saltation, spring

ଅର୍ଥ : ଡେଇଁବାର ପ୍ରକ୍ରିୟା

ଉଦାହରଣ : ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି


ଅନ୍ୟ ଭାଷାରେ ଅନୁବାଦ :

फड़कने की क्रिया।

मैं अपनी दायीं आँख की फड़कन से परेशान हूँ।
फड़क, फड़कन, फड़फड़ाहट, स्फुरण

A sudden muscle spasm. Especially one caused by a nervous condition.

twitch, twitching, vellication

ଅର୍ଥ : ଡେଇଁବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଡେଇଁଲେ ହାତ ଗୋଡ଼ରେ ଆଘାତ ଲାଗିପାରେ

ସମକକ୍ଷ : ଡିଆଁ


ଅନ୍ୟ ଭାଷାରେ ଅନୁବାଦ :

उछलने की क्रिया या भाव।

उछलन से हाथ-पैर में चोट लग सकती है।
उच्छलन, उछलन

A light, self-propelled movement upwards or forwards.

bounce, bound, leap, leaping, saltation, spring

ଡେଇଁବା   କ୍ରିୟାପଦ

ଅର୍ଥ : ଡେଇଁ ଡେଇଁ ଚାଲିବା

ଉଦାହରଣ : ଅଗଣାରେ ଘରଚଟିଆ ଡେଉଁଛି

ସମକକ୍ଷ : କୁଦିବା


ଅନ୍ୟ ଭାଷାରେ ଅନୁବାଦ :

कूद-कूदकर चलना।

आँगन में गौरैया फुदक रही है।
कुदकना, कुदकना-फुदकना, फुदकना

Jump lightly.

hop, hop-skip, skip

ଅର୍ଥ : ଜୋରରେ ଉପରକୁ ଉଠିବା

ଉଦାହରଣ : ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା

ସମକକ୍ଷ : ଡିଆଁ ମାରିବା


ଅନ୍ୟ ଭାଷାରେ ଅନୁବାଦ :

वेग से ऊपर उठना।

तालाब में मछलियाँ उछल रही हैं।
वह उछला और पेड़ की डाली पकड़कर झूल गया।
उचकना, उच्छरना, उच्छलना, उछरना, उछलना, उछाल मारना

Cause to jump or leap.

The trainer jumped the tiger through the hoop.
jump, leap

ଅର୍ଥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା

ଉଦାହରଣ : ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା

ସମକକ୍ଷ : କୁଦା ମାରିବା, କୁଦିବା, ଲମ୍ଫ ଦେବା

ଅର୍ଥ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା

ଉଦାହରଣ : ଛୁଆମାନେ ବାଲି ଉପରେ ଡେଉଁଛନ୍ତି

ସମକକ୍ଷ : କୁଦିବା, ଲମ୍ଫପ୍ରଦାନ କରିବା


ଅନ୍ୟ ଭାଷାରେ ଅନୁବାଦ :

किसी सतह पर से वेगपूर्वक उछलकर शरीर को किसी ओर गिराना।

बच्चे रेत पर कूद रहे हैं।
कूदना

Move forward by leaps and bounds.

The horse bounded across the meadow.
The child leapt across the puddle.
Can you jump over the fence?.
bound, jump, leap, spring

ଅର୍ଥ : କୌଣସି ଅଙ୍ଗରେ ହଠାତ ସ୍ଫୁରଣ ହେବା

ଉଦାହରଣ : ମୋର ଆଖି ଡେଉଁଛି


ଅନ୍ୟ ଭାଷାରେ ଅନୁବାଦ :

किसी अंग में सहसा स्फुरण होना।

मेरी आँखें फड़क रही हैं।
फड़कना

Shake with fast, tremulous movements.

His nostrils palpitated.
palpitate, quake, quiver