ଅର୍ଥ : ଗାଲରେ ହେଉଥିବା ଗର୍ତ୍ତ(ବିଶେଷକରି ହସିବା ବା କିଛି କହିବା ବେଳେ)
ଉଦାହରଣ :
ପ୍ରୀତି ଜିଣ୍ଟାର ଡିମ୍ପଲ ସୁନ୍ଦର ଲାଗେ
ସମକକ୍ଷ :
ଭଉଁରୀ
ଅନ୍ୟ ଭାଷାରେ ଅନୁବାଦ :
गालों पर पड़ने वाला गड्ढा (विशेषकर हँसते या कुछ बोलते समय)।
प्रीति जिंटा का गुल मोहक लगता है।
गुल
A small natural hollow in the cheek or chin.
His dimple appeared whenever he smiled.
dimple