ଅର୍ଥ : ଡାକରେ ଚିଠି ବା କୌଣସି ବସ୍ତୁ ପଠାଇବାରେ ହେଉଥିବା ଖର୍ଚ୍ଚ
ଉଦାହରଣ :
ଏହି ଜିନିଷ ପଠାଇବାପାଇଁ ଶହେଟଙ୍କା ଡାକଖର୍ଚ୍ଚ ଲାଗିବ
ସମକକ୍ଷ :
ଡାକଖର୍ଚ୍ଚ, ଡାକବ୍ୟୟ
ଅନ୍ୟ ଭାଷାରେ ଅନୁବାଦ :
डाक से कोई पत्र या वस्तु भेजने पर होनेवाला व्यय।
इस वस्तु को भेजने के लिए सौ रूपये डाक-व्यय लगेगा।
डाक खर्च,
डाक व्यय,
डाक-व्यय