ଅର୍ଥ : କୌଣସି ଉତ୍ପାଦନର ନିର୍ମାତା ବା ବିକ୍ରେତାଙ୍କୁ ଚିହ୍ନିତ କରୁଥିବା ବା ସେହି ସମ୍ବନ୍ଧିତ ହେବାର ସୂଚନା ଦେଉଥିବାଗୋଟିଏ ବିଶେଷଭାବେ ପଞ୍ଜିକୃତ ପ୍ରତୀକ
ଉଦାହରଣ :
ଟ୍ରେଡମାର୍କ ଉଲ୍ଲଙ୍ଘନ ମାମଲାରେ ସେଠ ଦୀନନାଥଙ୍କୁ ଜେରା କରା ଯାଉଛି
ସମକକ୍ଷ : ହଲମାର୍କ
ଅନ୍ୟ ଭାଷାରେ ଅନୁବାଦ :
एक विशेषकर पंजीकृत प्रतीक जो किसी उत्पाद के निर्माता या विक्रेता को चिह्नित करता है या से संबद्ध होने की सूचना देता है।
ट्रेडमार्क उल्लंघन मामले में सेठ दीनानाथ से पूछताछ की जा रही है।A formally registered symbol identifying the manufacturer or distributor of a product.
trademark