ଅର୍ଥ : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
ଉଦାହରଣ :
ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
ସମକକ୍ଷ : ଟାଙ୍କି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁହାର ଏକ ସାଞ୍ଜୁଆ ଗାଡ଼ି ଯାହା ଉପରେ ତୋପ ଲଦା ହୋଇ ରହିଥାଏ
ଉଦାହରଣ :
ଏହି ଟ୍ୟାଙ୍କ ଆବୁଡ଼ା ଖାବଡ଼ା ଜମି ଏବଂ ପାଣିରେ ବି ଚାଲି ପାରେ
ସମକକ୍ଷ : ଟ୍ୟାଙ୍କ
ଅନ୍ୟ ଭାଷାରେ ଅନୁବାଦ :
लोहे की एक प्रकार की बख्तरबंद गाड़ी जिस पर तोपें चढ़ी रहती हैं।
यह टैंक ऊबड़-खाबड़ जमीन और पानी में भी चल सकता है।An enclosed armored military vehicle. Has a cannon and moves on caterpillar treads.
armored combat vehicle, armoured combat vehicle, army tank, tank