ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ କଠିନ ଆବରଣ ପଡିଛି
ଉଦାହରଣ : ପାଣି ଶୁଖି ଗଲାପରେ ସେହି ଜମି ଟାଣ ହୋଇଯାଇଛି
ସମକକ୍ଷ : ଟାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें पपड़ी हो या जिसमें पपड़ी पड़ गई हो।
Having a hardened crust as a covering.
ଅର୍ଥ : ଚଟାଣର ବା ଚଟାଣ ସଂବନ୍ଧୀୟ
ଉଦାହରଣ : ପଥୁରିଆ ଜାଗାରେ ଖୋଦନ କରିବା କିଛି କଠିନ ହୁଏ
ସମକକ୍ଷ : କଠିନ, ପଥୁରିଆ
चट्टान का या चट्टान संबंधी।
Abounding in rocks or stones.
ସଂସ୍ଥାପନ କରନ୍ତୁ