ଅର୍ଥ : ବ୍ୟାୟାମ ବା ଆନନ୍ଦପାଇଁ ହେଉଥିବା ଗୋଟିଏ ଲମ୍ବା ପଦଯାତ୍ରା
ଉଦାହରଣ :
ଆପଣ ବସନ୍ତୁ, ମୁଁ କିଛିଟା ପଦଚାରଣ କରି ବୁଲିଆସେ
ସମକକ୍ଷ :
ପଦଚାରଣ
ଅନ୍ୟ ଭାଷାରେ ଅନୁବାଦ :
व्यायाम या आनन्द के लिए की जानेवाली पद यात्रा।
मैं अभी-अभी सैर करके आ रहा हूँ।
सैर
A long walk usually for exercise or pleasure.
She enjoys a hike in her spare time.
hike,
hiking,
tramp