ଅର୍ଥ : ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ
ଉଦାହରଣ :
କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି
ସମକକ୍ଷ : ଗବାକ୍ଷ
ଅନ୍ୟ ଭାଷାରେ ଅନୁବାଦ :
घर, गाड़ी, जहाज आदि की दीवारों या छतों पर हवा तथा प्रकाश आने के लिए बनाए गए खुले भाग को खोलने तथा बंद करने के लिए बनी लकड़ी या धातु की संरचना जिसमें काँच आदि लगे होते हैं।
किसी ने कार की खिड़की का काँच तोड़ दिया है।A framework of wood or metal that contains a glass windowpane and is built into a wall or roof to admit light or air.
windowଅର୍ଥ : ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ
ଉଦାହରଣ :
ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି
ସମକକ୍ଷ : ଖିଡ଼ୀକି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
ଉଦାହରଣ :
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :