ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ
ଉଦାହରଣ : ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ
ସମକକ୍ଷ : ଜୈନ, ଜୈନ ସଂପ୍ରଦାୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
भारत का एक अनिश्वरवादी धर्म जिसमें अहिंसा को परम धर्म माना जाता है।
ସଂସ୍ଥାପନ କରନ୍ତୁ