ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜୈନ ମତାବଲମ୍ବୀ
ଉଦାହରଣ : କେତେକ ଜୈନାବଲମ୍ବୀ ନାକ,ମୁହଁ ଢାଙ୍କି ରଖନ୍ତି
ସମକକ୍ଷ : ଜୈନାବଲମ୍ବୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जैन मतावलंबी।
A believer in Jainism.
ଅର୍ଥ : ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ
ଉଦାହରଣ : ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ
ସମକକ୍ଷ : ଜୈନ ସଂପ୍ରଦାୟ, ଜୈନଧର୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी
भारत का एक अनिश्वरवादी धर्म जिसमें अहिंसा को परम धर्म माना जाता है।
ସଂସ୍ଥାପନ କରନ୍ତୁ