ଅର୍ଥ : ବଟା ହୋଇଥିବା ଫଳକୁ ଚିନିରେ ରାନ୍ଧି ପ୍ରସ୍ତୁତ ହୋଇଥିବା ଏକ ମିଷ୍ଟାନ୍ନ
ଉଦାହରଣ :
ପିଲାମାନେ ବଡ ଖୁସିରେ ବ୍ରେଡ୍ ଓ ଜାମ୍ ଖାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
कूचे हुए फलों को शक्कर में पकाकर बनाया गया एक मिष्टान्न।
बच्चे जैम ब्रेड बड़े चाव से खाते हैं।
जैम
Preserve of crushed fruit.
jam