ଅର୍ଥ : ଭଲଭାବରେ ଦେଖାଶୁଣା କରିବା
ଉଦାହରଣ :
ଯେକୌଣସି ବସ୍ତୁକୁ କିଣିବା ପୂର୍ବରୁ ତାକୁ ଭଲଭାବରେ ପରଖିକରି ନେବା ଉଚିତ
ସମକକ୍ଷ : ପରଖି କରି, ପରୀକ୍ଷା କରି
ଅନ୍ୟ ଭାଷାରେ ଅନୁବାଦ :
अच्छी तरह देख भाल कर।
किसी भी वस्तु को खरीदने से पहले उसे जाँच-परखकर लेनी चाहिए।