ଅର୍ଥ : ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
ଉଦାହରଣ :
ସେ କେତେ ଦିନରୁ ଜାଗି ରହୁଛି
ସମକକ୍ଷ : ଉଜାଗର ହେବା, ଚେଇଁବା
ଅନ୍ୟ ଭାଷାରେ ଅନୁବାଦ :
Be awake, be alert, be there.
wakeଅର୍ଥ : ନିଦରୁ ଉଠିବା
ଉଦାହରଣ :
ମୁଁ ଆଜି ସକାଳ ସାତଟାରେ ଉଠିଲି
ସମକକ୍ଷ : ଆଖି ଖୋଲିବା, ଉଠିବା, ଶୋଇକି ଉଠିବା
ଅନ୍ୟ ଭାଷାରେ ଅନୁବାଦ :