ଅର୍ଥ : ଜମିବା ବା ଜମାଇବାର କ୍ରିୟା ବା ଭାବ
ଉଦାହରଣ :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
ସମକକ୍ଷ : ବସିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
ଉଦାହରଣ :
ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
ଅନ୍ୟ ଭାଷାରେ ଅନୁବାଦ :
Have smooth relations.
My boss and I get along very well.ଅର୍ଥ : ତରଳ ପଦାର୍ଥ କଠିନ କିମ୍ବା ଗାଢ଼ା ହେବା
ଉଦାହରଣ :
ପାହାଡ଼ ଉପରେ ବରଫ ଜମାହୋଇଅଛି
ସମକକ୍ଷ : ଗଦାହେବା
ଅନ୍ୟ ଭାଷାରେ ଅନୁବାଦ :
Change from a liquid to a solid when cold.
Water freezes at 32 degrees Fahrenheit.ଅର୍ଥ : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
ଉଦାହରଣ :
କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
ସମକକ୍ଷ : ରଙ୍ଗାରଙ୍ଗ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
ଉଦାହରଣ :
ତାର ବେପାର ଜମିଗଲାଣି
ଅନ୍ୟ ଭାଷାରେ ଅନୁବାଦ :
Become settled or established and stable in one's residence or life style.
He finally settled down.ଅର୍ଥ : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
ଉଦାହରଣ :
ଟାଇଲ ଏବେ ଚଟାଣ ଉପରେ ବସିଗଲା
ସମକକ୍ଷ : ବସିବା
ଅନ୍ୟ ଭାଷାରେ ଅନୁବାଦ :
Settle into a position, usually on a surface or ground.
Dust settled on the roofs.ଅର୍ଥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ଉଦାହରଣ :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ସମକକ୍ଷ : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
ଅନ୍ୟ ଭାଷାରେ ଅନୁବାଦ :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.ଅର୍ଥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
ଉଦାହରଣ :
ଛାତ ସିଢ଼ିରେ ଶିଉଳି ଜମିଛି
ସମକକ୍ଷ : ବସିବା
ଅନ୍ୟ ଭାଷାରେ ଅନୁବାଦ :
Settle into a position, usually on a surface or ground.
Dust settled on the roofs.