ଅର୍ଥ : ଖାତା ବା ବହିର ଯେଉଁ ଭାଗ ବା କୋଠରୀରେ ମିଳୁଥିବା ଧନକୁ ତଫସିଲଭୁକ୍ତ କରାଯାଇଥାଏ
ଉଦାହରଣ :
ଜମାରେ ପଚାଶ ହଜାର ମିଳୁଛି
ଅନ୍ୟ ଭାଷାରେ ଅନୁବାଦ :
खाते या बही का वह भाग या कोष्ठक जिसमें प्राप्त धन का ब्यौरा दिया जाता है।
जमा में पचास हज़ार दिखा रहा है।ଅର୍ଥ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଉଦାହରଣ :
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :