ଅର୍ଥ : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
ଉଦାହରଣ :
ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
ସମକକ୍ଷ : ଦୂରେଇଯିବା, ପରିତ୍ୟାଗ କରିବା, ହଟିଯିବା
ଅନ୍ୟ ଭାଷାରେ ଅନୁବାଦ :
अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।
राजा ने राज गद्दी का परित्याग किया।ଅର୍ଥ : କିଛି କାରଣରୁ କୌଣସି କାମ ନ କରିବା
ଉଦାହରଣ :
ମୁଁ ଦ୍ୱିତୀୟ ତଥା ପଞ୍ଚମ ପ୍ରଶ୍ନ ଛାଡ଼ିଲି
ସମକକ୍ଷ : ବିଦାକରିବା
ଅନ୍ୟ ଭାଷାରେ ଅନୁବାଦ :
किसी कारण से कोई कार्य न करना।
मैंने दूसरा तथा पाँचवाँ प्रश्न छोड़ा।ଅର୍ଥ : କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
ଉଦାହରଣ :
ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
ସମକକ୍ଷ : ଅପରାଧ ମୁକ୍ତ କରିବା, ଦୋଷ ମୁକ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी को उसके द्वारा किए हुए अपराध के आरोप से मुक्त कर देना।
न्यायाधीश ने कैदी को बरी किया।ଅର୍ଥ : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
ଉଦାହରଣ :
ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
ସମକକ୍ଷ : ତ୍ୟାଗକରିବା
ଅନ୍ୟ ଭାଷାରେ ଅନୁବାଦ :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।ଅର୍ଥ : କୌଣସି କାରଣରୁ କିଛି କାମ ନହେଇପାରିବା
ଉଦାହରଣ :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
ସମକକ୍ଷ : ରହିଯିବା
ଅନ୍ୟ ଭାଷାରେ ଅନୁବାଦ :