ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପର ଉଠିନଥିବା ଛୋଟ ଚଢ଼େଇ ଛୁଆ
ଉଦାହରଣ : କପୋତର କଅଁଳ ଛୁଆକୁ କୁଆ ଉଠେଇ ନେଇଗଲା
ସମକକ୍ଷ : କଅଁଳ ଛୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
चिड़िया का छोटा बच्चा जिसके पर भी न निकले हों।
Young bird especially of domestic fowl.
ଅର୍ଥ : କୁକୁଡ଼ାର ଛୁଆ
ଉଦାହରଣ : କୁକୁଡ଼ା ଛୁଆ କୁକୁଡ଼ା ପଛେପଛେ ଦୌଡ଼ୁଛି
ସମକକ୍ଷ : କୁକୁଡ଼ା ଛୁଆ
मुर्गी का बच्चा।
ସଂସ୍ଥାପନ କରନ୍ତୁ