ଅର୍ଥ : ଦେଖିବାର ପ୍ରକ୍ରିୟା
ଉଦାହରଣ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ସମକକ୍ଷ : ଅବଲୋକନ କରିବା, ଦର୍ଶନ କରିବା, ଦେଖିବା
ଅନ୍ୟ ଭାଷାରେ ଅନୁବାଦ :
The act of directing the eyes toward something and perceiving it visually.
He went out to have a look.ଅର୍ଥ : କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ ଧ୍ୟାନ ଯିବା
ଉଦାହରଣ :
ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି
ସମକକ୍ଷ : ଅଭିଳାଷ କରିବା, ଇଚ୍ଛା ହେବା, ମନ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी बात या वस्तु आदि की प्राप्ति की ओर ध्यान जाना।
मुझे कुछ खाने की इच्छा है।ଅର୍ଥ : ଇଚ୍ଛା କରିବା
ଉଦାହରଣ :
ମୁଁ ଆପଣଙ୍କଠାରୁ ଆର୍ଥିକ ସହାୟତା ଇଚ୍ଛା କରୁଛି ମୁଁ ଚାହୁଁଛି ଯେ ଭବିଷ୍ୟତରେ ସବୁକିଛି ଠିକ ହୋଇଯିବ
ସମକକ୍ଷ : ଆଶା କରିବା, ଇଚ୍ଛା କରିବା
ଅନ୍ୟ ଭାଷାରେ ଅନୁବାଦ :
इच्छा रखना।
मैं आपसे आर्थिक सहायता चाहता हूँ।Regard something as probable or likely.
The meteorologists are expecting rain for tomorrow.