ଅର୍ଥ : ଧୋକା ଦେବା ବ୍ୟକ୍ତି
ଉଦାହରଣ :
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
ସମକକ୍ଷ : କପଟୀ, ଧୂର୍ତ୍ତ, ଧୋକାବାଜ, ପ୍ରତାରକ
ଅନ୍ୟ ଭାଷାରେ ଅନୁବାଦ :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।ଅର୍ଥ : ଚାଲ୍ ଦେଖାଉଥିବା ବ୍ୟକ୍ତି
ଉଦାହରଣ :
ଚାଲବାଜର ଚାଲ୍ ବିପକ୍ଷ ବ୍ୟକ୍ତି ବୁଝିପାରିଲା ନାହିଁ
ସମକକ୍ଷ : ଫନ୍ଦିବାଜ
ଅନ୍ୟ ଭାଷାରେ ଅନୁବାଦ :
पैंतरा दिखाने वाला व्यक्ति।
पैंतरेबाज का पैंतरा विपक्षी न समझ सका।