ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାର୍ବାକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାର୍ବାକ   ବିଶେଷ୍ୟ

ଅର୍ଥ : ଅନୀଶ୍ୱରବାଦୀ ଥିବା ଜଣେ ବଡ ବିଦ୍ୱାନ

ଉଦାହରଣ : ଚାର୍ବାକ ମତ ବା ଦର୍ଶନକୁ ଚାର୍ବାକ ଦର୍ଶନ କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक बहुत बड़े विद्वान जो अनीश्वरवादी थे।

चार्वाक का मत या दर्शन चार्वाक दर्शन कहलाता है।
चार्वाक

ଅର୍ଥ : ଜଣେ ରାକ୍ଷସ

ଉଦାହରଣ : କୌରବମାନେ ମଲା ପରେ ଚାର୍ବାକ ଥରେ ବ୍ରାହ୍ମଣ ବେଶରେ ଯୁଧିଷ୍ଠିରଙ୍କ ରାଜସଭାକୁ ଯାଇଥିଲା ଏବଂ ସେହିଠାରେ ତାକୁ ମାରି ଦିଆଯାଇଥିଲା


ଅନ୍ୟ ଭାଷାରେ ଅନୁବାଦ :

एक राक्षस।

कौरवों के मरने के पश्चात एकबार चार्वाक ब्राह्मण वेश में युधिष्ठिर की राजसभा में गया था और वहीं मारा गया था।
चार्वाक