ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶସ୍ୟ, ଦାନାଆଦିର ଉପର ଚୋପା
ଉଦାହରଣ : ଗାଈ ଚଷୁ ଖାଉଛି
ସମକକ୍ଷ : ଚୋକଡ଼, ତଷୁ, ବୋତା, ଭୁଷି
ଅନ୍ୟ ଭାଷାରେ ଅନୁବାଦ :हिन्दी English
अनाज, दाने आदि के ऊपर का छिलका।
Material consisting of seed coverings and small pieces of stem or leaves that have been separated from the seeds.
ଅର୍ଥ : ଫଳ, ମଞ୍ଜିଆଦିର ଆବରଣ
ଉଦାହରଣ : ଗାଈ କଦଳୀ ଚୋପା ଚୋବାଉଛି
ସମକକ୍ଷ : ଚୋପା, ବକଳ
फल, बीज आदि का आवरण।
The natural outer covering of food (usually removed before eating).
ସଂସ୍ଥାପନ କରନ୍ତୁ