ଅର୍ଥ : ଏକ ଗଛ ଯେଉଁଥିରେ ଫିକା ହଳଦିଆ ରଙ୍ଗର ସୁଗନ୍ଧିତ ଫୁଲ ଫୁଟେ
ଉଦାହରଣ :
ସେ ନିଜ ଘର ଆଗରେ ଚମ୍ପା, ଚାମେଲିଆଦି ଲଗାଇଛନ୍ତି
ସମକକ୍ଷ :
ଚଂପକ, ଚମ୍ପକ, ଚମ୍ପା
ଅନ୍ୟ ଭାଷାରେ ଅନୁବାଦ :
Any shrub or tree of the genus Magnolia. Valued for their longevity and exquisite fragrant blooms.
magnolia