ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ାକୁ ଚାଲି ଶିଖାଉଥିବା ଲୋକ
ଉଦାହରଣ : ଘୋଡ଼ାଚାଳକ ଘୋଡ଼ାକୁ ପ୍ରଶିକ୍ଷଣ ଦେଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़े को चाल सिखानेवाला।
ଅର୍ଥ : ଘୋଡ଼ାଗାଡ଼ି ଚଳାଉଥିବା ବା ଅଡ଼ାଉଥିବା ବ୍ୟକ୍ତି
ଉଦାହରଣ : ସଇସ ଘୋଡ଼ାକୁ ଘୋଡ଼ାଗାଡ଼ିରେ ଯୋଚୁଛି
ସମକକ୍ଷ : କଚୁଆନ, ସଇସ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो घोड़ागाड़ी चलाता या हाँकता हो।
A man who drives a coach (or carriage).
ସଂସ୍ଥାପନ କରନ୍ତୁ