ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ା ସାହାଯ୍ୟରେ ଚାଳିତ ଗାଡ଼ି
ଉଦାହରଣ : ସମୂଦ୍ର କୂଳରେ ଆମେ ଘୋଡ଼ାଗାଡ଼ିରେ ବସିଲୁ
ସମକକ୍ଷ : ଅଶ୍ୱଯାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़े से चलनेवाली गाड़ी।
ଅର୍ଥ : ଏକ ପ୍ରକାରର ବଡ଼ ଓ ଖୋଲା ଘୋଡ଼ାଗାଡି
ଉଦାହରଣ : ଇଂରେଜ ଅଧିକାରୀ ଫିଟନରେ ବସି ଯାଉଥିଲେ
ସମକକ୍ଷ : ଫିଟନ
एक प्रकार की बड़ी और खुली घोड़ा-गाड़ी।
ଅର୍ଥ : ଏକ ପ୍ରକାରର ଘୋଡ଼ାଗାଡ଼ି
ଉଦାହରଣ : ଆମେ ଗାଁକୁ ଯିବାପାଇଁ ଘୋଡ଼ାଗାଡ଼ିରେ ବସିଲୁ
एक प्रकार की घोड़ा गाड़ी।
ସଂସ୍ଥାପନ କରନ୍ତୁ