ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି କଥା କହିପାରେ ନାହିଁ
ଉଦାହରଣ : ମୂକମାନେ ସାଙ୍କେତିକ ଭାଷାରେ ସେମାନଙ୍କର କଥା କହନ୍ତି
ସମକକ୍ଷ : ଗୁଙ୍ଗା, ଜଡ଼ା, ବୋବା, ମୂକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह व्यक्ति जो बोल नहीं सकता है।
A deaf person who is unable to speak.
ଅର୍ଥ : ଯାହାର କହିବାର ଶକ୍ତି ନାହିଁ
ଉଦାହରଣ : ମୂକବ୍ୟକ୍ତିଟି ଇଶାରାରେ କଣ କହୁଥିଲା
ସମକକ୍ଷ : ନିର୍ବାକ, ମୂକ
जिसमें बोलने की शक्ति न हो।
Lacking the power of human speech.
ସଂସ୍ଥାପନ କରନ୍ତୁ