ଅର୍ଥ : ଘରେ ରହି ସେବା କରୁଥିବା ସେବିକା
ଉଦାହରଣ :
ଘର ମାଲିକର ବିଶ୍ୱାସର ଫାଇଦା ଉଠାଇ ଜଣେ ଘରୋଇ ଚାକରାଣୀ ସବୁ ଜିନିଷ ନେଇ ଚମ୍ପଟ ମାରିଲା
ସମକକ୍ଷ : ଚାକରାଣୀ
ଅନ୍ୟ ଭାଷାରେ ଅନୁବାଦ :
वह सेविका जो घर पर रहकर सेवा करे।
घरवालों के विश्वास का फायदा उठाकर एक घरेलू नौकरानी सारा सामान लेकर चंपत हो गयी।