ଅର୍ଥ : ଧୀରେଧୀରେ ଚାଲିବା
ଉଦାହରଣ :
ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
ସମକକ୍ଷ : ଧିମେଇଧିମେଇ ଚାଲିବା, ଧିମେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
ଉଦାହରଣ :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
ସମକକ୍ଷ : ଶୋଇବା
ଅନ୍ୟ ଭାଷାରେ ଅନୁବାଦ :