ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଡ଼ୁଆ ହେବାର କ୍ରିୟା ବା ଭାବ
ଉଦାହରଣ : ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ
ସମକକ୍ଷ : ଅସୁବିଧା, ଅଡ଼ୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
उलझने की क्रिया या भाव।
Trouble or confusion resulting from complexity.
ଅର୍ଥ : ଜାଣି-ଶୁଣି କିମ୍ବା ମନଇଚ୍ଛା କରାଯାଉଥିବା କିମ୍ବା ଅପଟୁତା କାରଣରୁ ହେଉଥିବା ଗୋଳମାଳ
ଉଦାହରଣ : ଆଜିକାଲି ସବୁବିଭାଗରେ କିଛି ନା କିଛି ହେରଫେର ହେଉଛି
ସମକକ୍ଷ : ଗଣ୍ଡଗୋଳ, ଘୋଟାଲା, ଦୁର୍ନୀତି, ହେରଫେର
जान-बूझकर या मनमाने ढंग से उत्पन्न की जाने वाली अथवा अपटुता के कारण होने वाली गड़बड़ी।
A fraudulent business scheme.
ସଂସ୍ଥାପନ କରନ୍ତୁ