ଅର୍ଥ : ବିଶେଷ କରି କୌଣସି ସମାରୋହା ଆଦିରେ ଗୋଲାପ ଜଳ ଆଦି ସିଞ୍ଚିବାପାଇଁ ପିଚକାରୀ ଲଗାଯାଇଥିବା ଯେଉଁ ପାତ୍ରର ବ୍ୟବହାର କରାଯାଇଥାଏ
ଉଦାହରଣ :
ଶ୍ୟାମ ଗୋଲାପ ଜଳ ପିଚକାରୀରେ ଲୋକମାନଙ୍କ ଉପରେ ଗୋଲାପ ଜଳ ସିଞ୍ଚୁଛି
ଅନ୍ୟ ଭାଷାରେ ଅନୁବାଦ :
एक बरतन जिसमें पिचकारी भी लगी रहती है जिसका प्रयोग विशेषकर किसी समारोह आदि में इत्र आदि छिड़कने के लिए किया जाता है।
श्याम दमकले से लोगों के ऊपर इत्र छिड़क रहा है।