ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ
ଉଦାହରଣ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା
ସମକକ୍ଷ : କପଟତା, ଛଳନା, ସଂଗୋପନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी से कोई बात आदि गुप्त रखने या छिपाने की क्रिया या भाव।
The activity of keeping something secret.
ଅର୍ଥ : କୌଣସି ବସ୍ତୁ,କଥା ଆଦି ଲୁଚାଇବାର କ୍ରିୟା ବା ଭାବ
ଉଦାହରଣ : ନିଜ ଲୋକଙ୍କୁ ଗୋପନତା ଠିକ ନୁହେଁ
ସମକକ୍ଷ : ଛୁପାଣ
ସଂସ୍ଥାପନ କରନ୍ତୁ