ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଈ ରଖିବାକୁ ଆଧାରକରି ଗଣାଯାଉଥିବା ସମ୍ପତ୍ତି ବା ଗୋ ସମ୍ପଦ
ଉଦାହରଣ : ଆଗକାଳରେ ଗଉଡ଼ର ଧନର କଳନା ତାର ଗୋଧନକୁ ନେଇ କରାଯାଉଥିଲା
ସମକକ୍ଷ : ଗୋ-ଧନ, ଗୋ-ସମ୍ପଦ
ଅନ୍ୟ ଭାଷାରେ ଅନୁବାଦ :हिन्दी
गो रूपी सम्पत्ति या गाय रखने के आधार पर मानी जानेवाली सम्पत्ति।
ଅର୍ଥ : ଗୋଟିଏ ପ୍ରକାରର ତୀର
ଉଦାହରଣ : ଗୋଧନର ଫାଳ ଓସାରିଆ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का तीर।
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
ସଂସ୍ଥାପନ କରନ୍ତୁ