ଅର୍ଥ : ଯେଉଁ ଅଙ୍କ ସହିତ ଗୁଣନ କରାଯାଏ ବା ଯାହାକୁ ଗୁଣନ କରା ଯାଇଛି
ଉଦାହରଣ :
ଯଦି ଗୁଣ୍ୟ ପଚାଶ ଏବଂ ଗୁଣକ ପାଞ୍ଚ ହୁଏ ତେବେ ଗୁଣଫଳ କେତେ ହେବ?
ଅନ୍ୟ ଭାଷାରେ ଅନୁବାଦ :
The number that is multiplied by the multiplier.
multiplicandଅର୍ଥ : ସେହି ସଂଖ୍ୟା ଯାହାସହିତ ଗୁଣକକୁ ଗୁଣାଯାଇଥାଏ
ଉଦାହରଣ :
ଏହି ପ୍ରଶ୍ନରେ ଗୁଣ୍ୟ ବତିଶ
ସମକକ୍ଷ : ଗୁଣିତ ଅଙ୍କ
ଅନ୍ୟ ଭାଷାରେ ଅନୁବାଦ :
The number that is multiplied by the multiplier.
multiplicand