ଅର୍ଥ : ଯେଉଁଥିରେ ଗୁଣ ନାହିଁ
ଉଦାହରଣ :
ମୋର ଦୃଷ୍ଟିରେ କୌଣସି ବ୍ୟକ୍ତି ବା ପଦାର୍ଥ ମୋଟାମୋଟି ଗୁଣହୀନ ନୁହେଁ
ସମକକ୍ଷ :
ଗୁଣରହିତ, ଗୁଣଶୂନ୍ୟ
ଅନ୍ୟ ଭାଷାରେ ଅନୁବାଦ :
जिसमें गुण न हो।
मेरी दृष्टि में कोई भी व्यक्ति या पदार्थ पूर्णतः गुणरहित नहीं होता।
अगुणी,
गुणरहित,
गुणहीन