ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚଟାଣ ଉପରେ ବିଛା ଯାଉଥିବା ରଙ୍ଗୀନ ଓ କାରୁକାର୍ଯ୍ୟଯୁକ୍ତ ଚାଦର
ଉଦାହରଣ : ତାଙ୍କ ଶୟନକକ୍ଷରେ ଗାଲିଚା ବିଛା ଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
फर्श पर बिछाने की रंगीन और बूटेदार चादर।
ଅର୍ଥ : ବୁଣାବେଳେ ଏମ୍ବ୍ରୋଡ଼ରୀ କରାଯାଇଥିବା ଗୋଟିଏ ପ୍ରକାର ମୋଟା ବିଛଣା
ଉଦାହରଣ : ଏହା ବହୁତ ଦାମୀ ଗାଲିଚା
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का मोटा बिछावन जिसकी बुनावट में बेल-बूटे बने रहते हैं।
Floor covering consisting of a piece of thick heavy fabric (usually with nap or pile).
ସଂସ୍ଥାପନ କରନ୍ତୁ