ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାନ୍ଧିବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାନ୍ଧିବାଦୀ   ବିଶେଷ୍ୟ

ଅର୍ଥ : ଯେ ଗାନ୍ଧିବାଦକୁ ମାନେ ବା ଗାନ୍ଧିଜୀଙ୍କ ଅନୁଗାମୀ

ଉଦାହରଣ : ଗାନ୍ଧିବାଦୀମାନଙ୍କ ତାଲିକାରେ ବଡ଼ବଡ଼ ନେତା ସାମିଲ ଅଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

वह जो गाँधीवाद को मानता हो या गाँधीजी का अनुयायी।

गाँधीवादियों की सूची में बड़े-बड़े नेता शामिल हैं।
गाँधीवादी, गांधीवादी

ଗାନ୍ଧିବାଦୀ   ବିଶେଷଣ

ଅର୍ଥ : ଗାନ୍ଧିବାଦ ସହିତ ସମ୍ବନ୍ଧିତ

ଉଦାହରଣ : ନିର୍ବାଚନ ସମୟରେ ନେତାଜଣକ ଗାନ୍ଧିବାଦୀ ଚିନ୍ତାଧାରାରେ ପ୍ରଭାବିତ ହେବାର ଜଣାପଡ଼ୁଥିଲା


ଅନ୍ୟ ଭାଷାରେ ଅନୁବାଦ :

गाँधीवाद से संबंधित।

चुनाव के समय नेताजी गाँधीवादी विचारों से प्रभावित दिखते हैं।
गाँधीवादी, गांधीवादी

ଅର୍ଥ : ଯେ ଗାନ୍ଧିବାଦକୁ ମାନେ

ଉଦାହରଣ : ଲାଲ ବାହାଦୁର ଶାସ୍ତ୍ରୀ ଜଣେ ଗାନ୍ଧିବାଦୀ ନେତା ଥିଲେ


ଅନ୍ୟ ଭାଷାରେ ଅନୁବାଦ :

जो गाँधीवाद को मानता हो।

लाल बहादुर शास्त्री एक गाँधीवादी नेता थे।
गाँधीवादी, गांधीवादी