ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବର୍ଷା ଆରମ୍ଭରେ ଅଧିକ ଓଦା ହୋଇଯିବା କାରଣରୁ ପଶୁମାନଙ୍କୁ ହେଉଥିବା ଏକ ରୋଗ
ଉଦାହରଣ : ଗରଡ଼ୁଆ ରୋଗରେ ପଶୁମାନଙ୍କ ଶରୀର ସାଙ୍କୁଡ଼ି ଯାଏ
ସମକକ୍ଷ : ଗରଡ଼ୁଆ ରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
वर्षा के आरम्भ में अधिक भीग जाने के कारण पशुओं को होनेवाला एक रोग।
ସଂସ୍ଥାପନ କରନ୍ତୁ