ଅର୍ଥ : କୌଣସି ସଙ୍ଗଠନର ସ୍ୱୟଂସେବକମାନଙ୍କଦ୍ୱାରା ଚଳାଯାଉଥିବା ଅନିୟମିତ ଯୁଦ୍ଧ
ଉଦାହରଣ :
ଶିବାଜୀ ଶତ୍ରୁମାନଙ୍କୁ ପରାସ୍ତ କରିବାପାଇଁ ଗରିଲା ଯୁଦ୍ଧ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
आमने-सामने लड़ाई न करके छिपकर किया जाने वाला यूक्तिपूर्ण अनियमित युद्ध जिसका पता विरोधी को न चल सके।
शिवाजी शत्रुओं को परास्त करने के लिए गुरिल्ला युद्ध करते थे।