ଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
ଉଦାହରଣ :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ସମକକ୍ଷ : ଉଦ୍ଦେଶ୍ୟ, ଲାଭ, ସ୍ୱାର୍ଥ
ଅନ୍ୟ ଭାଷାରେ ଅନୁବାଦ :
Concern for your own interests and welfare.
egocentrism, egoism, self-centeredness, self-concern, self-interest