ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ବିପରୀତ (ବିଶେଷ୍ୟ)
ଆଶାର ପ୍ରତିକୂଳ ଫଳ ବା ଘଟଣା
ସଲିଳ (ବିଶେଷ୍ୟ)
ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ
ଉଷା (ବିଶେଷ୍ୟ)
ବାଣାସୁରଙ୍କ ଯେଉଁ କନ୍ୟାର ବିବାହ କୃଷ୍ଣଙ୍କ ପୁଅ ଅନିରୁଦ୍ଧଙ୍କ ସହିତ ହୋଇଥିଲା
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ପତର (ବିଶେଷ୍ୟ)
ସୁନାରୁପା ଆଦିର ଅତି ପତଳା ପାତ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା