ଅର୍ଥ : ଯାହା ଗୋପନୀୟ ନୁହେଁ
ଉଦାହରଣ :
ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
ସମକକ୍ଷ : ଅଗୋପନୀୟ, ଅଲୁଚା, ଖୋଲାଖୋଲି, ପ୍ରକାଶ ଯୋଗ୍ୟ, ପ୍ରକାଶ୍ୟ
ଅନ୍ୟ ଭାଷାରେ ଅନୁବାଦ :
Not concealed or hidden.
Her unconcealed hostility poisoned the atmosphere.