ଅର୍ଥ : କାଟି ଅଲଗା କରିବା
ଉଦାହରଣ :
ମୂର୍ତ୍ତିକାର ମୂର୍ତ୍ତି ତିଆରି କରିବାପାଇଁ ପଥର ଖୋଦେଇ କରୁଛି
ସମକକ୍ଷ : ଖୋଦେଇ କରିବା, ଖୋଳିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ରୂପ ଦେବାପାଇଁ କଟାକଟି କରିବା
ଉଦାହରଣ :
ମୂର୍ତ୍ତିକାର ଶଙ୍ଖମଲମଲ ପଥରକୁ ଖୋଦେଇକରୁଛି
ସମକକ୍ଷ : ଖୋଦେଇକରିବା, ଖୋଳିବା
ଅନ୍ୟ ଭାଷାରେ ଅନୁବାଦ :