ଅର୍ଥ : ଏହି ଖେଳ ପ୍ରତିଯୋଗିତା ଯେଉଁଥିରେ ଦୁଇ ବା ତତୋଧିକ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି
ଉଦାହରଣ :
ଆମେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ଖେଳ ପ୍ରତିଯୋଗିତା ଦେଖୁଛୁ
ସମକକ୍ଷ : ମେଚ
ଅନ୍ୟ ଭାଷାରେ ଅନୁବାଦ :
वह खेल प्रतियोगिता जिसमें दो या कई प्रतियोगी या दल भाग लेते हैं।
हम भारत और श्रीलंका का मैच देख रहे हैं।A formal contest in which two or more persons or teams compete.
matchଅର୍ଥ : ଶୃଂଖଳାର ସହ କରାଯାଉଥିବା ଖେଳ ପ୍ରତିଯୋଗିତା
ଉଦାହରଣ :
ଆମ ୟୁନିଭରସିଟିରେ ହକି ଟୁର୍ଣ୍ଣାମେଣ୍ଟ୍ ଚାଲିଛି
ସମକକ୍ଷ : କ୍ରୀଡ଼ା ପ୍ରତିଯୋଗିତା, ଟୁର୍ଣ୍ଣାମେଣ୍ଟ୍
ଅନ୍ୟ ଭାଷାରେ ଅନୁବାଦ :
खेलों की वह प्रतियोगिता जो शृंखला में होती है।
हमारे विद्यालय में हाकी टूर्नामेंट चल रहा है।A sporting competition in which contestants play a series of games to decide the winner.
tournament, tourney