ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଙ୍ଗୁଳି ବା ବାଡ଼ିଆଦିରେ ଚାପିବା
ଉଦାହରଣ : ରାମୁ ମୋତେ ବାରମ୍ବାର ଆଙ୍ଗୁଳି ଖେଞ୍ଚୁଥିଲା, କିନ୍ତୁ ମୁଁ କିଛି ବି କହିଲି ନାହିଁ
ସମକକ୍ଷ : ମାରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
अंगुली, छड़ी आदि से दबाना।
ଅର୍ଥ : କାହାକୁ ଆଘାତ ବା ବ୍ୟଥା ଦେବା
ଉଦାହରଣ : ସେ ମୋତେ କଲମ ମୁନରେ ଆଘାତ କଲା
ସମକକ୍ଷ : ଆଘାତ କରିବା, ଫୋଡ଼ିବା, ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी को आघात या चोट पहुँचाना।
Give trouble or pain to.
ସଂସ୍ଥାପନ କରନ୍ତୁ