ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖୁରାର ଚିହ୍ନ
ଉଦାହରଣ : ଖୁରାଚିହ୍ନ ଦେଖି ମୁଁ ଜାଣିପାରିଲି ଯେ ଖେତରେ ପଶୁମାନେ ପଶିଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
खुर का चिह्न।
A visible impression on a surface made by the hoof of an animal.
ଅର୍ଥ : ଜଙ୍ଗଲରେ ପଶୁର ଖୁରାଚିହ୍ନରୁ ହୋଇଥିବା ପଥ
ଉଦାହରଣ : ଖୁରାଚିହ୍ନକୁ ଅନୁସରଣକରି ଆମେ ଘନ ଜଙ୍ଗଲରେ ପହଞ୍ଚିଲୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
जंगल में खुर के चिह्नों से बनी पगडंडी।
ସଂସ୍ଥାପନ କରନ୍ତୁ