ଅର୍ଥ : ଖାଇବା ନିମନ୍ତେ ଖାଦ୍ୟ ଦେବା
ଉଦାହରଣ :
ସେ ନିଜ ପିତାଙ୍କ ଶ୍ରାଦ୍ଧରେ ଶହେ ଜଣ ପଣ୍ଡିତଙ୍କୁ ଖୁଆଇଲେ
ସମକକ୍ଷ : ଭୋଜନ କରାଇବା
ଅନ୍ୟ ଭାଷାରେ ଅନୁବାଦ :
खाने के लिए भोजन देना।
उसने अपने पिता के श्राद्ध में सैकड़ों पंडितों को खिलाया।ଅର୍ଥ : ବହୁତ ଲୋକଙ୍କୁ ଏକ ସାଥିରେ ବସାଇ ଭୋଜନ କରାଇବା
ଉଦାହରଣ :
ମୋହନ ପାସ୍ ହେବା ଖୁସିରେ ଭୋଜି ଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖୁଆଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ମାଆ ପିଲାକୁ ଜେଜେମାଙ୍କଦ୍ୱାରା ଖାଦ୍ୟ ଖୁଆଉଛନ୍ତି
ସମକକ୍ଷ : ଭକ୍ଷଣ କରାଇବା, ଭୋଜନ କରାଇବା
ଅନ୍ୟ ଭାଷାରେ ଅନୁବାଦ :