ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖିରିସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖିରିସା   ବିଶେଷ୍ୟ

ଅର୍ଥ : ଚାଉଳ ଚୂନା କ୍ଷୀରରେ ମିଶାଇ ତିଆରି କରାଯାଉଥିବା ଏକ ପ୍ରକାର ମିଠା ଖାଦ୍ୟପଦାର୍ଥ

ଉଦାହରଣ : ମହେଶ ଖିରିସା ଖାଉଛି

ସମକକ୍ଷ : ପାୟସ


ଅନ୍ୟ ଭାଷାରେ ଅନୁବାଦ :

पिसे हुए चावलों को दूध में मिलाकर बनाया जाने वाला एक मीठा खाद्यपदार्थ।

महेश फिरनी खा रहा है।
फ़िरनी, फिरनी

A particular item of prepared food.

She prepared a special dish for dinner.
dish

ଅର୍ଥ : ଚାଉଳରେ ତିଆରି ଏକ ପ୍ରକାର ଗାଢ଼ା ରସ

ଉଦାହରଣ : ଶୀଲା ଖିରିସା ଖାଉଛି


ଅନ୍ୟ ଭାଷାରେ ଅନୁବାଦ :

चावल की बनी एक प्रकार की लपसी।

शीला पेया खा रही है।
पेया