ଅର୍ଥ : ଦଲାଣ ବା ବାରଣ୍ଡା କାନ୍ଥରେ ଦିଆଯାଇଥିବା ଅର୍ଦ୍ଧଗୋଲାକାର ଖମ୍ବ
ଉଦାହରଣ :
ବୋହୂ ଖମ୍ବକୁ ଆଉଜି ସ୍ବେଟର ବୁଣୁ ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା
ଉଦାହରଣ :
ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
ଅନ୍ୟ ଭାଷାରେ ଅନୁବାଦ :